କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି : କୋଲ୍‌କାତାରେ ଆଜି ଶବ ବ୍ୟବଚ୍ଛେଦ କରାଯିବ

କୋଲ୍‌କାତା: କେ.କେ. ନାମରେ ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଘଟଣାରେ କୋଲ୍‌କାତା ପୁଲିସ ‘ନ୍ୟୁ ମାର୍କେଟ୍‌’ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ମେ ୩୧ ତାରିଖ ରାତିରେ ‘ମ୍ୟୁଜିକାଲ୍‌ କନସର୍ଟ’ରୁ ଫେରିବା ପରେ ‘ନ୍ୟୁ ମାର୍କେଟ୍‌’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍‌ ହୋଟେଲ୍‌’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଛି ବୋଲି ସେଠାକାର ଡାକ୍ତରମାନେ … Continue reading କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି : କୋଲ୍‌କାତାରେ ଆଜି ଶବ ବ୍ୟବଚ୍ଛେଦ କରାଯିବ